Spread the love

ନୂଆଦିଲ୍ଲୀ : ଶୁକ୍ରବାର ୪ଜଣ ବରିଷ୍ଠ ବ୍ୟକ୍ତିଙ୍କୁ ଆହ୍ଲାବାଦ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ଦିଆଯାଇଛି ।ଏନେଇ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସଞ୍ଜୟ କୁମାର ପାଚୋରି, ସୁଭାଷ ଚନ୍ଦ୍ର ଶର୍ମା, ସୁଭାଷ ଚାନ୍ଦ ଏବଂ ସରୋଜ ଯାଦବଙ୍କୁ ଆହ୍ଲାବାଦ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here