Spread the love

ନୂଆଦିଲ୍ଲୀ : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ର ଚେୟାରମ୍ୟାନ୍ ସତୀଶ ରେଡ୍ଡୀଙ୍କ କାର୍ଯ୍ୟକାଳ ଆଉ ଦୁଇ ବର୍ଷ ବୃଦ୍ଧି କରାଯାଇଛି । ଏନେଇ ଆଜି କର୍ମଚାରୀ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।ତେବେ କ୍ୟାବିନେଟ ନିଯୁକ୍ତି ବୈଠକରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଅନୁମୋଦନ ମିଳିଛି । ପୂର୍ବରୁ ତାଙ୍କୁ ଅଗଷ୍ଟ ୨୦୧୮ ରେ ଦୁଇ ବର୍ଷ ପାଇଁ ଏହି ପଦରେ ନିଯୁକ୍ତ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here