Spread the love

କଟକ : ସ୍କୁଲ ଫି ଛାଡ ମାମଲାକୁ ନେଇ ଆଜି ହାଇକୋର୍ଟ ନିଜର ରାୟ ଶୁଣାଇଛନ୍ତି । ଆସନ୍ତା ମାସ ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ଯ କରାଯାଇଛି । ଆପୋସ ଆଲୋଚନା କରି ଫି ନିର୍ଦ୍ଧାରଣ କରିବାକୁ ହାଇକୋର୍ଟ କହିଥିଲେ। ଆଲୋଚନାର ନିର୍ଯ୍ଯାସ କୋର୍ଟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here