Spread the love

ମୁମ୍ବାଇ: ସୋମବାର ସେୟାର ବଜାର କାରବାର ଆରମ୍ଭରୁ ଉତ୍ସାହଜନକ ରହିଛି । ଆଜି ସୁଚକାଙ୍କ କାରବାର ଆରମ୍ଭରୁ ୧୬୦.୩ ପଏଣ୍ଟ ଓ ନିଫଟି ୭୪.୩୫ ପଏଣ୍ଟ ବୃଦ୍ଧି ପାଇଛି । ଗତ ଶୁକ୍ରବାର କାରବାର ଶେଷ ବେଳକୁ ସୂଚକାଙ୍କ ୫୨୩.୬୮ ଓ ନିଫଟି ୧୫୨.୭୫ ପଏଣ୍ଟ ବୃଦ୍ଧି ପାଇଥିଲା । ଶୁକ୍ରବାର ସୂଚକାଙ୍କ ୩୪,୭୩୧.୭୩ ଓ ନିଫଟି୧୦,୨୪୪.୪୦ରେ ବନ୍ଦ ହୋଇଥିଲା । ସୋମବାର କାରବାର ଆରମ୍ଭରୁ ସୂଚକାଙ୍କ ୩୪,୮୯୨.୦୩ ଓ ନିଫଟି ୧୦,୩୧୮.୭୫ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here