Spread the love

ମୁମ୍ବାଇ
ଚଳିତ ସପ୍ତାହର ଚତୁର୍ଥ ଦିନରେ ଗୁରୁବାର ସେୟାର ବଜାରର ପ୍ରାରମ୍ଭିକ କାରବାର ଭଲ ରହିଛି । ଆଜି ସେନସେକ୍ସ ୨୦୦.୦୬ ପଏଣ୍ଟ ବୃଦ୍ଧି ପାଇଛି । ଏବେ ଏହା ୩୯୨୭୩.୯୮ରେ ପହଞ୍ଚି ଯାଇଛି । ସେହିପରି ନିଫ୍ଟି ମଧ୍ୟ ବୃଦ୍ଧି ପାଇଛି । ଏହା ୫୨.୭୫ ପଏଣ୍ଟ ବଢି ୧୧୬୦୨.୩୫ରେ ପହଞ୍ଚି ଛି ।

LEAVE A REPLY

Please enter your comment!
Please enter your name here