Spread the love

ଭୁବନେଶ୍ୱର: ଆଜି ସୂଚନା କମିସନର ଭାବେ ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋୟୀ ଓ ଆଇନଜୀବୀ ବିକ୍ରମ ସେନାପତି ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଭୟଙ୍କୁ ଶପଥପାଠ କରାଇଛନ୍ତି ।ସ୍ଥାନୀୟ ରାଜଭବନ ପରିସରରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଉଭୟ କମିସନର ଭାବେ ଶପଥଗ୍ରହଣ କରିବା ପରେ ରାଜ୍ୟ ସୂଚନା କମିସନରଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here