Spread the love

ମୁମ୍ବାଇ
ଚଳିତ ସପ୍ତାହର ଚତୁର୍ଥ ଦିନରେ ସେନସେକ୍ସ ହ୍ରାସ ପାଇ ସେୟାର ବଜାର ଆରମ୍ଭ ହୋଇଛି । ଆଜି ସେନସେକ୍ସ ୨୧୬.୭୬ ପଏଣ୍ଟ ହ୍ରାସ ପାଇ ୩୯୦୮୬.୦୯ ରେ ବଜାର ଖୋଲିଛି । ସେହିପରି ନିଫ୍ଟି ୪୪ ପଏଣ୍ଟ ହ୍ରାସ ପାଇ ୧୧୫୬୦.୫୫ ରହିଛି ।

LEAVE A REPLY

Please enter your comment!
Please enter your name here