Spread the love

ମୁମ୍ବାଇ
ଚଳିତ ସପ୍ତାହର ଶେଷ ଦିନରେ ସେୟାର ବଜାରରେ ବୃଦ୍ଧି ଦେଖାଦେଇଛି । ଆଜି ବଜାର ଉତ୍ସାହର ସହ ଖୋଲିଛି । ପ୍ରାରମ୍ଭିକ କାରବାରର ସେନସେକ୍ସ ୧୨୨ ପଏଣ୍ଟ ବୃଦ୍ଧି ପାଇ ୩୮୪୩୨ରେ ଖୋଲିଥିଲା । ଏବେ ଏହା ୧୫୪ ପଏଣ୍ଟ ବଢି ୩୮୪୬୪ରେ ରହିଛି । ସେହିପରି ନିଫ୍ଟି ଗ୍ରୀନ ସିଗନାଲରେ ଖୋଲିଥିଲା । ଏବେ ଏହା ୪୦ ପଏଣ୍ଟ ବୃଦ୍ଧି ପାଇ ୧୧୩୪୦ରେ ରହିଛି ।

LEAVE A REPLY

Please enter your comment!
Please enter your name here