Spread the love

ଭୁବନେଶ୍ଵର ; ରାଜଧାନୀ ବାସୀଙ୍କ ପାଇଁ ଖୁସି ଖବର । ରାଜଧାନୀରେ ଖୋଲିବ ସପିଙ୍ଗ ମଲ । ଏନେଇ ଶନିବାର ବିଏମସି ପକ୍ଷରୁ ଏସଓପି ଜାରି କରାଯାଇଛି । ତେବେ ସପିଙ୍ଗ ମଲ ଭିତରେ ଥିବା ସିନେମା ହଲ୍ ,ପିଲାଙ୍କ ଖେଳିବା ସ୍ଥାନ ଅର୍ଥାତ୍ ପ୍ଲେ ଜୋନ୍ ଓ ଫୁଡ୍ କୋର୍ଟ ଗୁଡ଼ିକ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସାମାଜିକ ଦୂରତ୍ବ ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here