Spread the love

କୋରାପୁଟ; ଶନିବାର କୋରାପୁଟ ଜିଲ୍ଲାରେ ଅଗଷ୍ଟ ୧୪ ଯାଏ ଲକଡାଉନ୍ ବୃଦ୍ଧି ପାଇଥିବା ନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି। ଆଜି ମଧ୍ୟରାତ୍ରିରୁ ଆଗାମୀ ୧୪ ତାରିଖ ମଧ୍ୟରାତ୍ରି ଯାଏ କୋରାପୁଟ ଜିଲ୍ଲାରେ ଏହି କଟକଣା ଲାଗୁ କରାଯିବ ବୋଲି ସେ କହିଛନ୍ତି । ତେବେ ପୂର୍ବଭଳି ଜରୁରୀ ସେବା ଜାରି ରହିବା ସହ ସକାଳ ୫ରୁ ଦିନ ୧ଟା ଯାଏ ଦୋକାନ ଖୋଲା ରହିବ । ସୂଚନାଯୋଗ୍ୟ ଯେ ଆଜି କୋରାପୁଟ ଜିଲ୍ଲାରୁ ୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here