Spread the love

ଭୁବନେଶ୍ୱର
ଏୟାରଲିଫ୍ଟ ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି । ଏଠାରେ ନିଜ ଜନ୍ମଦାତ୍ରୀ ମା’କୁ ଦୁଇ ନାବାଳକ ପୁଅ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ୧୫ ଓ ୧୨ ବର୍ଷର ଏହି ଦୁଇ ନାବାଳକ ଲୁହା ରଡରେ ପିଟିପିଟି ନିଜ ମା’କୁ ହତ୍ୟା କରିଛନ୍ତି । ଏବେ ପୋଲିସ ମୃତଦେହ ଜବତ କରିବା ସହ ୨ ପୁଅଙ୍କୁ ଅଟକ ରଖି ପଚରାଉଚୁରା କରୁଛି ।

LEAVE A REPLY

Please enter your comment!
Please enter your name here