Spread the love

ନୂଆଦିଲ୍ଲୀ: ରେଳ ଟ୍ରାକ୍ ପରିସରରେ ହେଉଥିବା ମଶା ହଟାଇବା ପାଇଁ ଭାରତୀୟ ରେଳବାଇ ଦ୍ୱାରା ମଶା ମାରିବା ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ଡେଙ୍ଗୁ, ଚିକୁନଗୁନିଆ ଏବଂ ମ୍ୟାଲେରିଆ ରୋକିବାକୁ ପାଇଁ ରେଳ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।ଏହି ଟ୍ରେନ୍ ଶୁକ୍ରବାର ଠାରୁ ଚଳାଚଳ ଆରମ୍ଭ କରିଛି । |ଏହି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ୨୮ ତାରିଖରୁ ଆରମ୍ଭ ହୋଇଥିବାବେଳେ ଅକ୍ଟୋବର ୨ ପର୍ଯ୍ୟନ୍ତ ଦିଲ୍ଲୀର ବିଭିନ୍ନ ଅଞ୍ଚଳ ଦେଇ ଗତି କରିବ ବୋଲି ଉତ୍ତର ରେଳବାଇର ଜେନେରାଲ ମ୍ୟାନେଜର କହିଛନ୍ତି |

LEAVE A REPLY

Please enter your comment!
Please enter your name here