Spread the love

ମୁମ୍ୱାଇ ; ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ବଢିଲା ନୂଆ ଅଡ଼ୁଆ। ବୁଧବାର ରିୟାଙ୍କ ଅନ୍ତରୀଣ ସୁରକ୍ଷା ଆବେଦନକୁ ଖାରଜ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏନେଇ ମାମଲାର ତଦନ୍ତ ପାଇଁ ବିହାର ପୋଲିସକୁ ଅନୁମତି ମିଳିଛି । ସେପଟେ ରିୟା ଚକ୍ରବର୍ତ୍ତୀ ଫେରାର ଥିବା ବିହାର ଡିଜିପି କହିଛନ୍ତି । ରିୟା ନା ଆଗକୁ ଆସୁଛନ୍ତି ନା ଆମ ସହ ଯୋଗାଯୋଗ କରୁଥିବା ସେ କହିଛନ୍ତି । ରିୟା ମୁମ୍ୱାଇ ପୋଲିସ ସହ ଯୋଗାଯୋଗରେ ଅଛନ୍ତିକି ନାହିଁ ତାହା ମଧ୍ୟ ଆମେ ଜାଣିନାହୁଁ ।

LEAVE A REPLY

Please enter your comment!
Please enter your name here