Spread the love

ଭୁବନେଶ୍ବର : ରାଜ୍ୟର ସମସ୍ତ କୋଭିଡ କେୟାର ସେଣ୍ଟର ବନ୍ଦ ହେବାନେଇ ଆଜି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସମସ୍ତ ଜିଲ୍ଲାରେ ଥିବା ଅସ୍ଥାୟୀ ମେଡିକାଲ୍‌ ସେଣ୍ଟର ଓ କୋଭିଡ୍‌ କେୟାର ସେଣ୍ଟର ବନ୍ଦ ପାଇଁ ସରକାର ନଷ୍ପତ୍ତି ନେଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳକଙ୍କୁ ଚିଠି ଲେଖିଛନ୍ତି ।ତେବେ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି) ଓ କୋଭିଡ୍‌ କେୟାର ସେଣ୍ଟରରେ ରୋଗୀ ନଥିବାରୁ ଏହିସବୁ ସେଣ୍ଟରକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

LEAVE A REPLY

Please enter your comment!
Please enter your name here