Spread the love

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୪୦୭୧୧ ଜଣଙ୍କ କୋଭିଡ ପରୀକ୍ଷା କରାଯାଇଛି । ଏଥିମଧ୍ୟରେ ୭୦୭୭ଟି ଆର୍‌ଟି-ପିସିଆର୍‌ ପରୀକ୍ଷା ରହିଛି । ଏହାଛଡ଼ା ୩୩୪୩୯ ଟି ଆଣ୍ଟିଜେନ୍‌ ଟେଷ୍ଟ ରହିଥିବା ବେଳେ ୧୯୫ଟି ଏନ୍‌.ଏ.ଟି ପରୀକ୍ଷା କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ରାଜ୍ୟରେ ଏବେ ପ୍ରତିଦିନ କରୋନା ପରୀକ୍ଷା ବୃଦ୍ଧି ପାଉଥିବା ବେଳେ ଅଗଷ୍ଟ ୨୦ ସୁଦ୍ଧା ଏହା ସର୍ବାଧିକ ସ୍ତରରେ ପହଞ୍ôଚବ ବୋଲି ସ୍‌ôାସ୍ଥ୍ୟ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here