Spread the love

ଭୁବନେଶ୍ୱର
ରାଜଧାନୀରେ ନବମ ଶ୍ରେଣୀର ଜଣେ ଛାତ୍ରଙ୍କୁ ହତ୍ୟା କରାଯାଇଛିା ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସେମାନେ ଗତ ୨ ତାରିଖରେ ଭରତପୁରଠାରୁ ସଂଘବଦ୍ଧ ଆକ୍ରମଣ କରି ଏହି ହତ୍ୟାକାଣ୍ଡ ଭିଆଇଥିଲେ । ଘର ପାଖ ଦୋକାନକୁ ସଉଦା ଆଣିବାକୁ ଯାଇଥିବାବେଳେ ଛାତ୍ରାଙ୍କୁ ସେମାନେ ହାଣିଥିଲେ । ପରିବାରର ଅଭିଯୋଗ ପରେ ଖଣ୍ଡଗିରି ପୋଲିସ ହତ୍ୟା ମାମଲା ରୁଜୁ କରିଥିଲା ।

LEAVE A REPLY

Please enter your comment!
Please enter your name here