Spread the love

ନୂଆଦିଲ୍ଲୀ
କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ରାହଲୁ ରୟ ଏବଂ ଡକୁମେଣ୍ଟାରୀ ଫିଲ୍ମ ନିର୍ମାତା ସବା ଦେବାନଙ୍କୁ  ନୋଟିସ ଜାରି କରିଛି ଦିଲ୍ଲୀ ପୋଲିସ । ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ମାମଲରେ ସେମାନଙ୍କୁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ ଏହି ସମନ ଜାରି କରାଯାଇଛି । ଅଫିସିଆଲ ସୂତ୍ରରୁ ଏହି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here