Spread the love

ଭୁବନେଶ୍ୱର: ଆଜି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ କରୋନା ରିପୋର୍ଟ ପଜେଟିଭ ଆସିଛି ।କରୋନା ପଜେଟିଭ ଥିବା ନେଇ ନିଜେ ଟୁଇଟ କରି ଜଣାଇଛନ୍ତି .। ସେ ଲେଖିଛନ୍ତି , ଲକ୍ଷଣ ନଥିଲା , ଡାକ୍ଚରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ଅଛି । ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ତୁରନ୍ତ ଟେଷ୍ଟ କରାଇନିଅନ୍ତୁ ।

LEAVE A REPLY

Please enter your comment!
Please enter your name here