Spread the love

ନୂଆଦିଲ୍ଲୀ
ଆସନ୍ତା ମାସରେ ନିଟ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଦେଶ ବିଦେଶରେ ରହୁଥିବା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ଏହା ଦେବାକୁ ଯାଉଛନ୍ତି । ତେବେ ବିଦେଶରେ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତିି । ସେମାନଙ୍କୁ ବନ୍ଦେ ଭାରତ ବିମାନରେ ବିଦେଶରୁ ଆଣିବା ଲାଗି ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଚଳିତ ବର୍ଷ ନିଟ ପରୀକ୍ଷା ଲାଗି ୧୫,୯୩,୪୫୨ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here