Spread the love

ନୂଆଦିଲ୍ଲୀ
ସୁପ୍ରିମକୋର୍ଟର ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଇନ ହାଉସ ଯାଞ୍ଚ ଦାବି କରି ଆଗତ କରାଯାଇଥିବା ଜନସ୍ୱାର୍ଥ ମାମଲାକୁ ଭିତ୍ତିହୀନ କହି ସୁପ୍ରିମକୋର୍ଟ ଆଜି ଖାରଜ କରିଦେଇଛନ୍ତି । ଗୋଗୋଇଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା କମିଶନ ଏବଂ ଓମିଶନ(ବାଦ ଦେବା) କୁ ନେଇ ଏହି ପିଆଇଏଲ ଦାଖଲ ହୋଇଥିଲା । ଏହାର ଶୁଣାଣୀ ସମୟରେ କୋର୍ଟ କହିଛନ୍ତି ଯେ ସେ ବର୍ତ୍ତମାନ କାର୍ଯ୍ୟାଳୟ ଛାଡି ଦେଇଛନ୍ତି ଏବଂ ଏହି ପିଟିସନର କିଛି ମୂଲ୍ୟ ନାହିଁ ।

LEAVE A REPLY

Please enter your comment!
Please enter your name here