Spread the love

ଭୁବନେଶ୍ଵର : କଂଗ୍ରେସକୁ ବଡ ଝଟକା । ଆଜି ରାଜ୍ୟ କଂଗ୍ରେସ ଦଳର ସଂପାଦିକା ସୁରେଖା ସାହୁ କଂଗ୍ରେସ ଛାଡି ବିଜେଡି ରେ ଯୋଗ ଦେଇଛନ୍ତି । ସୁରେଖା ସାହୁ ତାଙ୍କ ସମର୍ଥକ ମାନଙ୍କ ସହ କଂଗ୍ରେସ ଦଳ ଛାଡି ଆନୁଷ୍ଠାନିକ ଭାବରେ ବିଜେଡିରେ ଯୋଗଦାନ କରିଛନ୍ତି ।ତେବେ ସମ୍ବଲପୁର ଜିଲ୍ଲା କଂଗ୍ରେସରେ ଥିବା ଦଳିୟ ଗୋଷ୍ଠୀ କନ୍ଦଳ ସହ ଦଳରେ ତାଙ୍କୁ ଅବହେଳା କରାଯାଉଥିବାରୁ ସେ ଦଳ ଛାଡିଥିବା ସମ୍ବଲପୁରରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here