Spread the love

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଆଜି ଏକ ବଡ ତଥ୍ୟ ସମ୍ନାକୁ ଆସିଛି । ସୁଶାନ୍ତ ସିଂ ରାଜପୁତ ଡ୍ରଗସ ବିକ୍ରି କରୁଥିବା ଡିଲର ମାନଙ୍କ ସଂପର୍ଶରେ ଥିବା ଜଣା ପଡିଛି । ସୁଶାନ୍ତଙ୍କ ମୃତ୍ୟୁ ଦିନ ସେ ଦୁବାଇର ଏକ ଡ୍ରଗସ ଡିଲର ୟସ ଖାନଙ୍କ ସହ ଦେଖା କରିଥିବା ରାଜ୍ୟ ସଭା ସାଂସଦ ସୁଭ୍ରମଣିୟମ ସ୍ବମୀ ନିଜ ଟୁଇଟର ଜରିଆରେ କହିଛନ୍ତି । ତେବେ ସୁଭ୍ରମଣିୟମଙ୍କ ଏଭଳି ମନ୍ତବ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ସେପଟେ ସିବିଆଇ ଆଜି ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ଭାଇଙ୍କୁ ପୁଣିଥରେ ପଚରାଉଚରା ଜାରି ରଖିଛି। ପୂର୍ବରୁ ସିବିଆଇ ସିର୍ଦ୍ଧାଥ ପିଠାନି ,ନିରଜ ଓ ଦିପେଶଙ୍କ ବୟାନ ରେକର୍ଡ କରିଛି ।

LEAVE A REPLY

Please enter your comment!
Please enter your name here