Spread the love

ମୁମ୍ବାଇ, ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆଜି ଆଉ ଏକ ନୂଆ ତଥ୍ୟ ସମ୍ନାକୁ ଆସିଛି । ସୁଶାନ୍ତଙ୍କ ଅଜାଣତରେ ତାଙ୍କ ଖାଦ୍ୟରେ ୪ବୁନ୍ଦା ଡ୍ରଗସ ମିଶିଥିବା ସୁଶାନ୍ତଙ୍କ ଓକିଲ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି । ଏହି ଡ୍ରଗସ ଓଭର ଡୋଜ ହୋଇଥିବା ସେ ସୂଚନା ଦେଇଛନ୍ତି । ତେବେ ଏହି ମାମଲାରେ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ହାତ ଥିବା ଓକିଲଙ୍କ ପକ୍ଷରୁ ଅଭିଯୋଗ କରାଯାଉଛି । ସୂଚନା ଅନୁସାରେ , ଗତ କାଲି ରିୟା ଡ୍ରଗସ ମାଫିଆଙ୍କ ସଂପ୍ପର୍ଶରେ ଆସିଥିବା ତାଙ୍କ ହ୍ୱାଟସଆପ ଚାଟରୁ ଜଣାପଡିଥିଲା । ତେବେ ରିୟା ସମେତ ତାଙ୍କ ଭାଇ ଓ କିଛି ବନ୍ଧୁ ଏହି ଡ୍ରଗସ ମାମଲାରେ ସଂପୃକ୍ତ ଥିବା ଉକ୍ତ ଚାଟରୁ ଜଣାପଡିଛି । ସିବିଆଇ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here