Spread the love

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଧୀରେ ଧୀରେ ଖୋଲୁଛି ଗୁମର। ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତଦନ୍ତ ଚଳାଇଛି। ସୁଶାନ୍ତଙ୍କୁ ଦିଆଯାଉଥିବା ଡ୍ରଗ୍ସ ଡାର୍କନେଟରୁ ଅଣାଯାଇଥିବା ତଦନ୍ତରୁ ଜଣାପଡ଼ିଛି। ରିୟା ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ସ ଯୋଗାଉଥିବା ବିକ୍ରେତା ଏହାକୁ ଡାର୍କନେଟରୁ କିଣୁଥିଲେ। ସୂଚନାଯୋଗ୍ୟ ଯେ, ଡ୍ରଗ୍ସ ବିକ୍ରୟ ପାଇଁ ଡାର୍କନେଟ୍ ହେଉଛି ସବୁଠାରୁ ବଡ ଅନଲାଇନ ପ୍ଲାଟଫର୍ମ । ଡ୍ରଗ୍ସ ଷଡଯନ୍ତ୍ର ରିପୋର୍ଟକୁ ନେଇ ଏନସିବି ବୁଧବାର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଥିଲା।

LEAVE A REPLY

Please enter your comment!
Please enter your name here