Spread the love

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି । ପ୍ରତି ମିନିଟରେ ଏହି ଘଟଣା ନୂଆ ନୂଆ ମୋଡ ସୃଷ୍ଟି କରୁଥିବା ତଦନ୍ତ ତଥ୍ୟାରୁ ଜଣାପଡିଛି ।ତେବେ ବର୍ତ୍ତମାନ ସୁଶାନ୍ତଙ୍କ ପଡ଼ୋଶୀଙ୍କ କହିବା ଅନୁଯାୟୀ ମୃତ୍ୟୁ ପୂର୍ବଦିନ ରାତିରେ କୌଣସି ପାର୍ଟି ହୋଇନାହିଁ । ଏହାସହ ତାଙ୍କ ଘରର ରୋଷେଇ ଘରକୁ ଛାଡ଼ି ଅନ୍ୟ ସମସ୍ତ ରୁମ୍ ର ଲାଇଟ୍ ୧୦ଟା ୩୦ କିମ୍ବା ୪୫ ସୁଦ୍ଧା ବନ୍ଦ ହୋଇଯାଇଥିଲା । ଏହା କୌଣସି ସାଧାରଣ କଥା ନୁହେଁ । ତେବେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଘଟଣାଟି ଅଧିକ ଜଟିଳ ହେବା ରେ ଲାଗିଛି ।

LEAVE A REPLY

Please enter your comment!
Please enter your name here