Spread the love

ଶ୍ରୀନଗର
ଗତ ୩୦ ତାରିଖରେ ଲାଇନ ଅଫ କଣ୍ଟ୍ରୋଲ(ଏଲଓସି)ରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧିକୁ ଚିହ୍ନଟ କରାଯାଇଛି । ବାରାମୂଳା ଜିଲ୍ଲାର ରାମପୁର ସେକ୍ଟରରେ ଥିବା ଏଲଓସିରେ ଏହି ଗତିବିଧି ଦେଖିବାକୁ ମିଳିଛି । ଏଲଓସିକୁ ଲାଗି ରହିଥିବା ଏକ ଗ୍ରାମରେ ଏହା ଦେଖିବାକୁ ମିଳିଥିଲ । ତେବେ ସେତେବେଳକୁ ସନ୍ଦିଗ୍ଧମାନେ ଭାରତୀୟ ସୀମାରେ ପ୍ରବେଶ କରିସାରିଥିଲେ । ଏହା ଉପରେ କ୍ରମାଗତ ଭାବେ ନଜର ରଖାଯାଇଛି । ସେମାନେ ଆତଙ୍କବାଦୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ଭାରତୀୟ ସେନାର ଚିନର କ୍ରପ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here