Spread the love

ପୁରୀ, ସ୍ବର୍ଗଦ୍ବାରରେ ଦାହ ସଂସ୍କାର କଟକଣା ଆହୁରି ମାସେ ବଢାଇବାକୁ ସ୍ଥିର କରାଯାଇଛି । ସେପ୍ଟେମ୍ବର ୩୦ ତାରିଖ ଯାଏ କଟକଣା ବଢାଇବାକୁ ପୁରୀ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ପୁରୀ ଜିଲ୍ଲା ବାହାରୁ ଆସୁଥୁବା ଲୋକ ସ୍ବର୍ଗଦ୍ବାରରେ ଶବ ସଂସ୍କାର କରିପାରିବେ ନାହିଁ । କେବଳ ପୁରୀ ଜିଲ୍ଲାବାସୀ ସ୍ବର୍ଗଦ୍ବାରରେ ଦାହ ସଂସ୍କାର କରିପାରିବେ ।କୋଭିଡ କଟକଣା ମାନି ଶବଦାହ କରିବାକୁ ପୁରୀ ଜିଲ୍ଲାବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here