Spread the love

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୨୧ ତାରିଖରୁ ତାଜମହଲ ଓ ଆଗ୍ରା ଦୁର୍ଗ ପୁନର୍ବାର ଖୋଲିବା ନେଇ ଆଗ୍ରା ସର୍କଲ୍‌ର ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ପକ୍ଷରୁ ସୂଚନା ମିଳିଛି । କରୋନା ମହାମାରୀ କାରଣରୁ ମାର୍ଚ୍ଚ ୧୭ ତାରିଖରୁ ଏହି ଦୁଇଟି ବିଶ୍ବ ଐତିହ୍ୟ ସ୍ମାରକୀ ବନ୍ଦ ରହିଥିଲା।ତେବେ ସାମାଜିକ ଦୂରତ୍ବ ବଜାୟ ରଖିବା ଏବଂ ମାସ୍କ୍‌ ପିନ୍ଧିବା ଲାଗି ଏସ୍‌ଓପି ଜାରି କରାଯାଇଛି । ତାଜମହଲ ଦେଖିବାକୁ ଦୈନିକ ୫୦୦୦ ଲୋକଙ୍କୁ ଏବଂ ଆଗ୍ରା ଦୁର୍ଗ ଦେଖିବାକୁ ଦୈନିକ ୨୫୦୦ ଲୋକଙ୍କୁ ଅନୁମତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here