Spread the love

ଶ୍ରୀନଗର
ଜାମ୍ମୁକାଶ୍ମୀରର ବାରାମୂଳା ଜିଲ୍ଲା ୟେଦିପୋରା ପଟନରେ ଚାଲିଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚି ଥିବାର ସୂଚନା ମିଳିବା ପରେ ଜାମ୍ମୁକାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତ ି ଅଭିଯାନ ଆରମ୍ଭ କରିିଥିଲା । ଉକ୍ତ ଅଞ୍ଚଳର ସ୍ଥାନୀୟ ଅଧିବାସଙ୍କୁ ବାହାର କରିବା ସହିତ ଚାରିପଟୁ ଘେରାଉ କରାଯାଇଛି । ଏବେ ମଧ୍ୟ ଅପରେସନ ଜାରି ରହିଛି । ଏଥିରେ ଜଣେ ଅଫିସର ଆହତ ହୋଇଛନ୍ତି ଏବଂ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

LEAVE A REPLY

Please enter your comment!
Please enter your name here