Spread the love

ଶ୍ରୀନଗର
ଜାମ୍ମୁକାଶ୍ମୀରର ବୁଡଗାମ ଅନ୍ତର୍ଗତ କାଉସା ଖାଲିସା ଅଞ୍ଚଳରେ ସେନାକୁ ଆତଙ୍କବାଦୀ ନିରୋଧି ଅଭିଯାନରେ ସଫଳତା ମିଳିଛି । ଏଠାରେ ହୋଇଥିବା ଏକ ଜଏଣ୍ଟ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଜାମ୍ମୁକାଶ୍ମୀର ପୋଲିସ ଓ ସେନାର ମିଳିତ ଟିମ ଏହି ଅପରେସନ କରିଥିଲା । ଭାରତୀୟ ସେନାର ନର୍ଦନ କମାଣ୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here