Spread the love

ନୂଆଦିଲ୍ଲୀ : ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆଜି ଡ୍ରଗ୍ସ କାରବାର ନେଇ ରିୟା ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବିଭାଗ ପକ୍ଷରୁ ପଚରାଉଚରା କରାଯାଇଛି । ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଏନସିବି ବିଭାଗ ପକ୍ଷରୁ ଗିରଫ କରିବା ପରେ ଆଜି ମୁହଁ ଖୋଲିଛନ୍ତି ଉଭୟଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ।ସେ କହିଛନ୍ତି କଂଗ୍ରାଚୁଲେସନସ ଭାରତ , ତୁମେ ମୋ ପୁଅକୁ ଗିରଫ କରିଛ । ଏହାପରେ ମୋ ଝିଅର ପାଳି ପଡିବ ମୁଁ ନିଶ୍ଟିନ୍ତ ଜାଣିଛି । ତାପରେ ଆଉ କାହାର ପାଳି ପଡିବ ମୁଁ ଜାଣିନାହିଁ । ତୁମେମାନେ ବହୁତ ବଢିଆଭାବେ ଏକ ମଧ୍ୟବୀତ୍ତ ପରିବାରକୁ ଭାଙ୍ଗିଦେଲ ।

LEAVE A REPLY

Please enter your comment!
Please enter your name here