Spread the love

ମୁମ୍ବାଇ : କଙ୍ଗନା ରାନାୱତଙ୍କ ଘର ଭାଙ୍ଗିଯିବା ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ଏବେ ପ୍ରସିଦ୍ଧ ଡ୍ରେସ ଡିଜାଇନର ମନିଶ ମାଲହୋତ୍ରାଙ୍କ ଉପରେ ବି.ଏମ୍‌.ସି. ନଜର ପକାଇଛି । ମନିଶ ମାଲହୋତ୍ରାଙ୍କର ପାଲି ହିଲଠାରେ ଥିବା ଘର ନିର୍ମାଣରେ ନିୟମ ଉଲଙ୍ଘନ ହୋଇଥିବା ଦର୍ଶାଇ ବି.ଏମ୍‌.ସି. ପକ୍ଷରୁ ନୋଟିସ ଜାରି କରାଯାଇଛି । ତେବେ ଏହି ମାମଲା ସଂପର୍କରେ ଶ୍ରୀ ମାଲହୋତ୍ରା କିଛି ମନ୍ତବ୍ୟ ଦେଇ ନାହାନ୍ତି ।

LEAVE A REPLY

Please enter your comment!
Please enter your name here