Spread the love

ନୂଆପଡ଼ା : ମଙ୍ଗଳବାର ଜଣେ ଅଧ୍ୟକ୍ଷଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ଅଧ୍ୟକ୍ଷ ଜଣଙ୍କ ହେଉଛନ୍ତି ସରକାରୀ ଆଇଟିଆଇ କଲେଜର ବିଭୂତି ଭୂଷଣ ସାହୁ । ସେ ଖରିଆର ରୋଡ଼ ସରକାରୀ ଆଇଟିଆଇ କଲେଜରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରନ୍ତି । ଜଣେ ଅଧ୍ୟାପକଙ୍କ ଚୁକ୍ତି ମିଆଦ ବର୍ଷେ ବଢ଼ାଇବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢ଼ାଉ କରିଥିଲା ।

LEAVE A REPLY

Please enter your comment!
Please enter your name here