Spread the love

ନୂଆଦିଲ୍ଲୀ : ଭାରତରେ ଆଗାମୀ ବର୍ଷ ଆରମ୍ଭରେ କରୋନା ଟିକା ମିଳିବା ପାଇଁ ଆଶା କରାଯାଉଥିବା ନେଇ ଗୁରୁବାର ରାଜ୍ୟସଭାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।ଏଥିପାଇଁ ଟିକା ମିଳିବା ନେଇ ଏକ ସୁବିସ୍ତୁତ ଯୋଜନା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ଏକ ଏକ୍ସପର୍ଟ କମିଟି ଟିକା କଥା ବୁଝୁଛି । ୨୦୨୧ ପ୍ରାରମ୍ଭରେ ଭାରତରେ କରୋନା ଟିକା ମିଳିବ ବୋଲି ଆଶା କରାଯାଉଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here