Spread the love

ଭୁବନେଶ୍ୱର: ଆଜି ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୦ ହଜାର ୯୭୯ କରୋନା ଟେଷ୍ଟ କରାଯାଇଛି ।ସେଥିମଧ୍ୟରୁ ଆରଟିପିସିଆର ରେ ୭୬୦୭ ଟେଷ୍ଟ କରାଯାଇଥିବା ବେଳେ ଆଣ୍ଟିଜେନରେ ୪୩,୨୧୩ ଓ ଟ୍ରୁନଟରେ ୧୬୦ ଟି ଟେଷ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here