Spread the love

ବ୍ରହ୍ମପୁର : ଆସନ୍ତାକାଲି ଠାରୁ ବ୍ରହ୍ମପୁରରୁ ଯାତାୟତ କଟକଣା ଉଠିବା ନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି। ଏହାସହ ବ୍ରହ୍ମପୁରରେ ବଜାର ଖୋଲିବା ସମୟ ବଢ଼ା ଯାଇଥିବା ବିଇଏମସି ପକ୍ଷରୁ ସୂଚନା ଦିଆଯାଇଛି। ସକାଳ ୫ ଟା ରୁ ରାତି ୮ ଟା ପର୍ଯ୍ୟନ୍ତ ବଜାର ଖୋଲାରହିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଯାତାୟତ କଟକଣା ଲାଗିଥିଲା ।

LEAVE A REPLY

Please enter your comment!
Please enter your name here