Spread the love

ଆଠଗଡ଼ :ମହାନଦୀ ମଝି ପଠାରେ ଫସି ରହିଛନ୍ତି ହାତୀପଲ। ଗତକାଲି ରାତିରେ ଚନ୍ଦକା ଜଙ୍ଗଲକୁ ଫେରୁଥିବା ବେଳେ ଫସି ଯାଇଥିବା ସନ୍ଦେହ କରାଯାଉଛି।ମୁଣ୍ଡଳୀ ନିକଟ ମହାନଦୀ ମଝି ପଠାରେ ୧୮ରୁ ୨୦ଟି ହାତୀ ଫସି ଯାଇଛନ୍ତି ।ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କୁ ଉଦ୍ଧାର କରାଯାଇନ ଥିବା ବେଳେ ବନ କର୍ମଚାରୀ ସେମାନଙ୍କ ଉପରେ ନଜର ରଖିଛନ୍ତି।

LEAVE A REPLY

Please enter your comment!
Please enter your name here