Spread the love

ନୂଆଦିଲ୍ଲୀ, ଚଳିତବର୍ଷ ଦୁବାଇରେ ଆଇପିଏଲ୍ ମ୍ୟାଚର ୧୩ତମ ସଂସ୍କରଣ ହେବ ବୋଲି ଅଧ୍ୟକ୍ଷ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି । ଆଇପିଏଲର ଏହି ସଂସ୍କରଣ ମହାମାରୀ ପରିସ୍ଥିତି ପାଇଁ ଘୁଞ୍ଚାଯାଇଥିଲା ମାତ୍ର ଏବେ ଦୁବାଇରେ କରାଇବ ପାଇଁ ସରକାରଙ୍କୁ ଅନୁମତି ମାଗିଛୁ ବୋଲି ବ୍ରିଜେଶ ପଟେଲ କହିଛନ୍ତି । ତେବେ ଏଥିଲାଗି ବିସିସିଆଇ ସରକାରୀ ଅନୁମତି ଅପେକ୍ଷାରେ ରହିଛି । ସୂଚନାଯୋଗ୍ୟ, ଗତକାଲି ଟି-୨୦ ବିଶ୍ବକପ୍ ବାତିଲ ହୋଇଥିବା କୁହାଯାଇଥିଲା ଯାହା ଆଇପିଏଲ ଆୟୋଜନ ପାଇଁ ଏକ ସୁବିଧା କରାଇଛି ।

LEAVE A REPLY

Please enter your comment!
Please enter your name here