Spread the love

ଭୁବନେଶ୍ବର : ଏଣିକି ଦିନ ସାଢେ ୧୦ଟାରୁ ରାତି ସାଢେ ୧୦ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କେବଳ କଣ୍ଟେନମେଣ୍ଟ ଜୋନ ଛାଡି ଅନ୍ୟ ସବୁଠି ମଦ ଦୋକାନ ନିର୍ଦ୍ଧାରିତ ସମୟ ମଧ୍ୟରେ ଖୋଲିପାରିବ । ବିଦେଶୀ ,ବିୟର ,ଦେଶୀ ମଦ ଦୋକାନ ଦିନ ସାଢେ ୧୦ରୁ ଖୋଲିବ ବୋଲି ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here