Spread the love

ବାରିପଦା, ବଡସାହି ମାଣତ୍ରି ମନ୍ଦିର ନିକଟ ରାସ୍ତାରେ ଜଣେ ବୃଦ୍ଧା ଭାସିଯାଇଥିବା ସୂଚନା ମିଳିଛି ।ବୃଦ୍ଧା ଜଣଙ୍କ କରୋନା ଟେଷ୍ଟ ପାଇଁ ଆସିଥିବା ବେଳେ ପାଣିରେ ଭାସିଯାଇଥିବା ଜଣାପଡିଛି । ଲଗାଣ ବର୍ଷା ଯୋଗୁ ରାସ୍ତା ଉପରେ ପ୍ରବଳ ପାଣି ଚାଲୁଥିଲା । ଯାହାଫଳରେ ରାସ୍ତା ପାର ବେଳେ ଗଙ୍ଗାହାର ନଦୀରେ ବୃଦ୍ଧା ଜଣଙ୍କ ଭାସି ଯାଇଥିଲେ ।

LEAVE A REPLY

Please enter your comment!
Please enter your name here