Spread the love

ନୂଆଦିଲ୍ଲୀ : ଦେଶରେ ଏବେ ୧୧.୬୯ ପ୍ରତିଶତ କୋଭିଡ଼ ରୋଗୀ ରହିଛନ୍ତି । ସଂପୃକ୍ତ ରୋଗୀ କେଭିଡ଼ ସେଣ୍ଟର , ବେସରକାରୀ ଚିକିତ୍ସାଳୟ ଓ ଘରୋଇ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାଳୟ ପକ୍ଷରୁ କୁହାଯାଇଛି । ମୋଟ ୮୭ପ୍ରତିଶତ ରୋଗୀ ଏଯାବତ ବିଭିନ୍ନ ଚିକିତ୍ସାଳୟରୁ ଭଲ ହୋଇ ଘରକୁ ଫେରିଛନ୍ତି । ତେବେ କୋଭିଡ଼ରେ ପଡ଼ିଥିବା ରୋଗୀମାନଙ୍କ ମଧ୍ୟରୁ ଶତକଡ଼ା ୧.୫୩ ପ୍ରତିଶତ ମୃତ୍ୟୁ ବରଣ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ସଚୀବ ରାଜେଶ ଭୂଷଣ କହିଛନ୍ତି ।

LEAVE A REPLY

Please enter your comment!
Please enter your name here