Spread the love

ନବରଙ୍ଗପୁର : ଆଜି ନବରଙ୍ଗପୁର ରେଞ୍ଜ ତେନ୍ତୁଳିଖୁଣ୍ଟି ସେକ୍ସନରୁ ସ୍ଥାନୀୟ ବନ ବିଭାଗର ଟିମ୍ ୩ଟି କଲରାପତରିଆ ବାଘ ଛାଲ ଜବତ କରିଛି ।ଏହା ସହ ବନ ବିଭାଗର କର୍ମଚାରୀମାନେ ୪ ଜଣ ଯୁବକଙ୍କୁ ଗିରଫ କରିଛନ୍ତି । ରିରଫ ଅଭିଯୁକ୍ତଙ୍କ ନିକଟରୁ ୨ଟି ବାଇକ ମଧ୍ୟ ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସୁରେନ୍ଦ୍ର ନାୟକ, ତ୍ରିନାଥ ନାୟକ, ପ୍ରହଲ୍ଲାଦ ନାୟକ ଓ ଗୁପ୍ତ ପ୍ରସାଦ ଟାକରୀ ।ତେବେ ଏହାର ଅଧିକ ସୂଚନା ପାଇଁ ବନବିଭାଗ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here