Spread the love

ଧର୍ମଶାଳା: ଆସନ୍ତା ବର୍ଷ ନିର୍ବାସନରେ ୧୭ତମ ତିବ୍ଦତ ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ତିବ୍ଦତ କେନ୍ଦ୍ରୀୟ ପ୍ରଶାସନର ମୁଖ୍ୟ ନିର୍ବାଚନ ଆୟୋଗ ବୁଧବାର ଘୋଷଣା କରିଛନ୍ତି । କମିଶନର ୱାଙ୍ଗଡ଼ୁ ସେରିଂ କହିଛନ୍ତି ଯେ ତିବ୍ଦତ କେନ୍ଦ୍ରୀୟ ପ୍ରଶାସନର ରାଷ୍ଟ୍ରପତି ବା ସିକୟୋଙ୍ଗ ନିମନ୍ତେ ୫ମ ଥର ପାଇଁ ସିଧାସଳଖ ନିର୍ବାଚନ ୨୦୨୧ରେ ଅନୁଷ୍ଠିତ ହେବ । ସେରିଂଙ୍କ ସହ ଅନ୍ୟ ଦୁଇ ଜଣ କମିଶନର ଆଜି ବିଭିନ୍ନ ନିର୍ବାଚନୀ ପ୍ରସଙ୍ଗ ଉପରେ ଆଲେକପାତ କରିଥିଲେ ।

LEAVE A REPLY

Please enter your comment!
Please enter your name here