Spread the love

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ଆଜି ୧୬୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୯୮ ରୋଗୀ ଥିବା ବେଳେ ୬୮ଜଣ ସ୍ଥାନୀୟ ସଂକ୍ରମଣ ଅଟନ୍ତି । ଏନେଇ ରବିବାର ବିଏମସି ପକ୍ଷରୁ ସୂଚନା ମିଳିଛି । ତେବେ ଚିହ୍ନଟଙ୍କ ମଧ୍ୟରୁ ସାଲିଆ ସାହିରୁ ସର୍ବାଧିକ ୧୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୨୯କୁ ବୃଦ୍ଧି ପାଇଛି । ସେପଟେ ରାଜଧାନୀରେ ମୃତ୍ୟୁ ସଂଖ୍ୟା ୧୯ କୁ ବୃଦ୍ଧି ପାଇଥିବା ବେଳେ ୧୪୩୫ଟି ଆକଟିଭ କେସ ରହିଛି ।

LEAVE A REPLY

Please enter your comment!
Please enter your name here