Spread the love

ଭୁବନେଶ୍ୱର : ଆଜି ରାଜ୍ୟରେ ୨୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୬ ଜଣ କ୍ୱରେନଣ୍ଟାଇନ୍ ରୁ ଥିବାବେଳେ ୮୨୩ ଲୋକାଲ କେସ ରହିଛି । ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୬୪ ହଜାର ୫୩୩ କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟର ମୋଟ ୪୩,୭୭୯ ଜଣ କରୋନା ରୁ ସୁସ୍ଥ ହୋଇଥିବା ବେଳେ ୨୦,୩୩୯ ଟି ସକ୍ରିୟ କେସ ରହିଛି।

LEAVE A REPLY

Please enter your comment!
Please enter your name here