Spread the love

ଭୁବନେଶ୍ୱର: ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ମୋଟ ୩୩୮୨ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଓଡ଼ିଶାରେ ମୋଟ ୧୨୨୦୨୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି ।ତେବେ ସୁସ୍ଥ ହୋଇ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୩୪୪ ଜଣ, ବରଗଡ଼ରୁ ୨୬୨ ଜଣ ଯାଜପୁରରୁ ୧୭୭ ଜଣ ,ମୟୁରଭଞ୍ଜରୁ ୧୭୫ ଜଣ,ଭଦ୍ରକର ୧୬୭ ଜଣ, ବାଲେଶ୍ୱର ୧୫୬, ଢେଙ୍କାନାଳ ୧୪୬,ପୁରୀ ୧୧୨, ଜଗତସିଂହପୁରର ୧୦୨ , ରାୟଗଡ଼ାର ୯୫ ଜଣ ,ଗଞ୍ଜାମ ଓ ସମ୍ବଲପୁରରୁ ୯୪ , ଅନୁଗୁଳରୁ ୯୧, ନୟାଗଡ଼ ଓ ସୋନପୁରରୁ ୯୦ , ବଲାଙ୍ଗୀରରୁ ୮୦, ନବରଙ୍ଗପୁର ଓ ସୁନ୍ଦରଗଡ଼ରୁ ୭୦, ଝାରସୁଗୁଡ଼ାରୁ ୬୮, କେନ୍ଦ୍ରାପଡ଼ା ଓ କୋରାପୁଟରୁ ୬୪ , କେନ୍ଦୁଝରରୁ ୫୧, କନ୍ଧମାଳରୁ ୪୫, ନୂଆପଡ଼ାରୁ ୪୦, କଳାହାଣ୍ଡିରୁ ୩୯ , ଗଜପତିରୁ ୨୯, ବୌଦ୍ଧରୁ ୨୭, ମାଲକାନଗିରିରୁ ୨୫ ଓ ଦେବଗଡ଼ରୁ ୧୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here