Spread the love

ଭୁବନେଶ୍ୱର: ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ମୋଟ ୩୦୩୪ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଓଡ଼ିଶାରେ ମୋଟ ୯୯୩୯୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି ।ଆକ୍ରାନ୍ତ ହୋଇଥିବା ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮୯୨ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୨୪୨, ବରଗଡ଼ ୧୬୮, ଗଞ୍ଜାମ ୧୫୪, କଟକ ୧୫୦ , ରାୟଗଡ଼ାରୁ ୧୩୯ , ବାଲେଶ୍ବର ୯୭, ସୁନ୍ଦରଗଡ଼ ୯୭, ସମ୍ବଲପୁର ୮୩, କେନ୍ଦ୍ରାପଡ଼ା ୮୦, ଯାଜପୁର ୭୯, କୋରାପୁଟ ୭୯, ଝାରସୁଗୁଡ଼ା ୭୦, ମାଲକାନଗିରି ୬୮, ପୁରୀ ୫୮, ଜଗତସିଂହପୁର ୫୭, ଢେଙ୍କାନାଳ ୫୬, ଅନୁଗୁଳ ୪୯, ବଲାଙ୍ଗିର ୪୬, ଭଦ୍ରକ ୪୨, କନ୍ଧମାଳ ୪୦, ସୋନପୁର ୪୦, ନବରଙ୍ଗପୁର ୩୫, ନୟାଗଡ଼ ୩୧, ଗଜପତି ୨୬ ଓ କଳାହାଣ୍ଡି ୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here