Spread the love

ଭୁବନେଶ୍ବର : ରାଜ୍ଯରେ ଆଜି ଦୈନିକ ୪୭ ହଜାର ୧୬୧ କୋଭିଡ ଟେଷ୍ଟ କରାଯାଇଛି । ସେଥି ମଧ୍ୟରୁ ଆରଟିପିସିଆର ରେ ୯,୮୧୪ଟି ଟେଷ୍ଟ କରାଯାଇଥିବା ବେଳେ ଆଣ୍ଟିଜେନରେ ୩୭,୦୪୩ ଓ ଟ୍ରୁନାଟରେ ୩୦୪ ଟି ଟେଷ୍ଟ କରାଯାଇଛି । ଆଜି ରାଜ୍ୟରୁ ୩୯୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମଧ୍ୟରେ ୧୬୭୬ ସ୍ଥାନୀୟ ଆକ୍ରାନ୍ତ ସାମିଲ ଅଛନ୍ତି । ଏହା ସହିତ ୨୩୧୫ ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ କରାଯାଇଛି । ଏହା ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୯୧୨୧କୁ ବୃଦ୍ଧି ପାଇଛି । ଏବେ ୩୩୧୮୨ଟି ମାମଲା ସକ୍ରିୟ ଥିବାବେଳେ ୧୦୫୨୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here