Spread the love

ଭୁବନେଶ୍ୱର: ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ମୋଟ ୪୦୬୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଓଡ଼ିଶାରେ ମୋଟ ୧୧୨୦୬୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି ।ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୭୪୪ ଜଣ ରହିଥିବା ବେଳେ କଟକ ଜିଲ୍ଲାରୁ ୪୨୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୬୭ ଜଣ, ବରଗଡ଼ ଜିଲ୍ଲାରୁ ୨୪୪ ଜଣ, ମୟୂରଭଂଜ ଜିଲ୍ଲାରୁ ୨୪୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୮୭ ଜଣ, ଯାଜପୁର ଜିଲ୍ଲାରୁ ୧୮୫ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୭୯ ଜଣ, ଅନୁଗୁଳ ଜିଲ୍ଲାରୁ ୧୬୭ ଜଣ, ଗଂଜାମ ଜିଲ୍ଲାରୁ ୧୫୭ ଜଣ, ପୁରୀ ଜିଲ୍ଲାରୁ ୧୩୨ ଜଣ, ଭଦ୍ରକ୧୩୦ ଜଣ, ଜଗତସିଂହପୁର ୧୩୦ ଜଣ , ଝାରସୁଗୁଡ଼ାରୁ ୧୩୦ ଜଣ, କେନ୍ଦୁଝର ଜିଲ୍ଲାରୁ ୭୮ ଜଣ, ସମ୍ବଲପୁର ଜିଲ୍ଲାରୁ ୭୭ ଜଣ, କୋରାପୁଟ ୭୪, ନୂଆପଡ଼ା ଜିଲ୍ଲାରୁ୭୪ ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୯ ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୦ ଜଣ, ନୟାଗଡ଼ ଜିଲ୍ଲାରୁ ୪୮ ଜଣ, ରାୟଗଡ଼ା ଜିଲ୍ଲାରୁ ୪୫ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୭ ଜଣ, ବଲାଙ୍ଗୀର, ସୁବର୍ଣ୍ଣପୁର ଜିଲ୍ଲାରୁ ୩୩-୩୩ ଜଣ, କନ୍ଧମାଳ ଜିଲ୍ଲାରୁ ୩୨ ଜଣ, ବୌଦ୍ଧ ଜିଲ୍ଲାରୁ ୩୧ ଜଣ, ଦେବଗଡ଼ ଜିଲ୍ଲାରୁ ୨୬ ଜଣ, ମାଲକାନଗିରି ଜିଲ୍ଲାରୁ ୨୪ ଜଣ ଓ ଗଜପତି ଜିଲ୍ଲାରୁ ୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here