Spread the love

ଭୁବନେଶ୍ୱର: ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ମୋଟ ୨୫୯୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଓଡ଼ିଶାରେ ମୋଟ ୯୬୩୬୪ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି ।ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ସର୍ବାଧିକ ୪୩୨ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୩୮୬, ମୟୂରଭଞ୍ଜରୁ ୨୦୨, ଗଞ୍ଜାମରୁ ୧୪୨, ରାୟଗଡାରୁ ୧୨୦, କୋରାପୁଟରୁ ୧୦୮, ପୁରୀରୁ ୧୦୫, ଜଗତସିଂହପୁରରୁ ୭୮, ଭଦ୍ରକରୁ ୭୭, ଯାଜପୁରରୁ ୭୭, କେନ୍ଦ୍ରାପଡାରୁ ୭୫ ,ବରଗଡରୁ ୭୨, ବାଲେଶ୍ୱରରୁ ୭୧, ସମ୍ବଲପୁରରୁ ୭୧, କେଉଁଝରରୁ ୬୮, ନୟାଗଡରୁ ୬୭, ମାଲକାନଗିରିରୁ ୬୧, ଢେଙ୍କାନାଳରୁ ୫୯, ନବରଙ୍ଗପୁରରୁ ୫୭, ବଲାଙ୍ଗିରରୁ ୫୪, ଝାରସୁଗୁଡାରୁ ୪୪, ବୌଦ୍ଧରୁ ୩୪, ସୋନପୁରରୁ ୩୦, ସୁନ୍ଦରଗଡରୁ ୩୦, କଳାହାଣ୍ଡିରୁ ୨୪, ଗଜପତିରୁ ୨୦, କନ୍ଧମାଳରୁ ୧୦, ନୂଆପଡାରୁ ୪, ଅନୁଗୋଳରୁ ୬ ଓ ଦେବଗଡରୁ ୪ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here